Jump to content

ଗାଳିତ

ଉଇକିଅଭିଧାନ‌ରୁ

ଗାଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗଳ୍ ଧାତୁ ଣିଚ; ଗାଳି ଧାତୁ+କର୍ମ. ତ)

[ସମ୍ପାଦନା]
୧. ତରଳୀକୃତ; ଦ୍ରବୀକୃତ — ୧. Melted; molten.
୨. ଜଳୀୟଅଂଶ ନିଷ୍କାସିତ ହୋଇଥିବା; ଗଳା ହୋଇଥିବା — ୨. Filtered or strained , of the watery portion.