Jump to content

ଗାଳିଫଜିତ୍

ଉଇକିଅଭିଧାନ‌ରୁ

ଗାଳିଫଜିତ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର; ସଂସ୍କୃତ - ଗାଳି+ଆରବୀ - ଫଜୀହତ୍)

[ସମ୍ପାଦନା]

ଧିକ୍କାର; ଗଳିମନ୍ଦ; ଗାଳି ଓ ଅପମାନ — Repeated rebuking.