ଗାଳିବା
ଦେଖଣା
ଗାଳିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗଳ୍ ଧାତୁ ଣିଚ; ସଂସ୍କୃତ - ଗାଳନ)
[ସମ୍ପାଦନା]- ୧. ଜଳ ମିଶ୍ରିତ ବସ୍ତୁର ଜଳୀୟ ଅଂଶ ନିଗାଡ଼ିବା — ୧. To sift or strain from a substance containing water (e.g. boiling rice); to filter.
(ଯଥା—ଫୁଟିଲା ଭାତରୁ ପେଜ ଗାଲିବା)
- ୨. ଛିଦ୍ରବାଟେ କୌଣସି କ୍ଷୁଦ୍ର କ୍ଷୁଦ୍ର ପଦାର୍ଥ (ଧାନ, ମାଟି, ଗୁଣ୍ଡ଼) ବା କାଦୁଅ ବିଶେଷ ପରିମାଣରେ ବାହାର କରିବା — ୨. To bring out profusely pour down small praticles things through a hole (eg. clay; dust; paddy etc)
(ଯଥା—ଓଳିଆରୁ ଧାନ ଗାଳିବା; ମୂଷା ମାଟି ଗାଳିବା; କଙ୍କଡ଼ା ଗାତବାଟେ କାଦୁଅ ଗାଳିବା)