Jump to content

ଗାହକ

ଉଇକିଅଭିଧାନ‌ରୁ

ଗାହକ

ଉଚ୍ଚାରଣ

[ସମ୍ପାଦନା]
(ଗାହିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗାହ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଅବଗାହନକାରୀ —୧. Bathing.
୨. ଯେ ବୁଡ଼େ —୨. Diving.