Jump to content

ଗାହନ

ଉଇକିଅଭିଧାନ‌ରୁ

ଗାହନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗାହ୍ ଧାତୁ=ବିଲୋଡ଼ନ କରିବା+ଭାବ. ଅନ)

[ସମ୍ପାଦନା]
୧. ବିଲୋଡ଼ନ —୧. Stirring.
୨. ନିମଜ୍ଜନ; ଡୁବା; ଗୋତା — ୨. Diving; plunge.
୩. ମୁଣ୍ଡ ବୁଡ଼ାଇ ଗାଧୋଇବା — ୩. Taking a bath by plunging.