Jump to content

ଗାୟ

ଉଇକିଅଭିଧାନ‌ରୁ

ଗାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୈ ଧାତୁ=ଗୀତ ଗାଇବା+ଭାବ. ଅ)

[ସମ୍ପାଦନା]
୧. ଗୀତ; ଗାନ —୧. Song.
୨. ଗୀତଗାଇବା —୨. Singing.

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ସଂସ୍କୃତ - ଗାବୀ; ତୁଳ. ହିନ୍ଦୀ - ଗାୟ)

[ସମ୍ପାଦନା]

ଗାଈ — Cow.