ଗାୟକ

ଉଇକିଅଭିଧାନ‌ରୁ

ଗାୟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗାୟିକା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଗୈ ଧାତୁ+କର୍ତ୍ତୃ ଅକ)[ସମ୍ପାଦନା]

୧. ଗାନକାରୀ — ୧. Singer.
୨. ସଙ୍ଗୀତ ବ୍ୟବସାୟୀ — ୨. A professional singer.
୩. ସଙ୍ଗୀତ ବା ସଙ୍କୀର୍ତ୍ତନ ଦଳମଧ୍ୟରେ ପ୍ରଥମେ ଗାନ କରିବା ବ୍ୟକ୍ତି —୩. A singer in a group of musicians.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଠିଆପାଲା କରିବା ଦଳମଧ୍ୟରେ ଯେଉଁ ବ୍ୟକ୍ତି ପ୍ରଥମେ ଗୀତ ଗାଏ —The prime singer in a party of Pālā-chanters.

[ଦ୍ରଷ୍ଟବ୍ୟ —ଏ ଦଳରେ ଯେଉଁ ଲୋକ ମୃଦଙ୍ଗ ବଜାଏ ତାକୁ ବାୟକ ଓ ଅନ୍ୟ ଯେଉଁ ୨୩: ଜଣ ଝାଞ୍ଜ ଧରି ଗାୟକ ବୋଲିବା ଗୀତର ପାଳି ଧରନ୍ତି ତାଙ୍କୁ ପାଳିଆ ବୋଲାଯାଏ; ଗାୟକହିଁ ପାଲାବାଲା ଦଳର ନେତା ଅଟେ]