ଗାୟଣି
ଦେଖଣା
ଗାୟଣି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାୟନ)
[ସମ୍ପାଦନା]- ୧. ଗାନ — ୧. Singing.
- ୨. ଗୀତ —୨. Song.
ପିକ କୂଜିତ ଗାୟଣି ସୁମଙ୍ଗଳ ଗୀତ ପଲ୍ଲବ ଖଚି ଚଳିତ ଧୀର ବାତ ଜାତ
- ୩. ଗାୟିକା; ଗୀତବିଶାରଦା ସ୍ତ୍ରୀ — ୩. Songstress.
- ୪. ରାଜାନ୍ତଃପୁରରେ ଗାନବିଶାରଦା ଦାସୀ — ୪. A maid-servant in a Raja's harem whose duty is to sing on various occasions.
ତିନି ଲୋକ କମ୍ପେ ଯା ଧନୁ ଘୋଷ ଶୁଣି ହୋଇଛନ୍ତି ଏବେ ସେ ବିରାଟ ଗାୟଣୀ କୃଷ୍ଣସିଂହ. ମହାଭାରତ ବିରାଟ