Jump to content

ଗାୟତ୍ର

ଉଇକିଅଭିଧାନ‌ରୁ

ଗାୟତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୈ ଧାତୁ+ତ୍ର)

[ସମ୍ପାଦନା]
୧. ସ୍ତବ — ୧. Hymn.
୨. ଗାୟତ୍ରୀ ଛନ୍ଦ (ହିନ୍ଦୀ - ଶବ୍ଦସାଗର) — ୨. The metre of the Gāyatrī hymn.