Jump to content

ଗାୟନ

ଉଇକିଅଭିଧାନ‌ରୁ

ଗାୟନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗୈଧ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଗୀତ ବୋଲିବା — ୧. Singing; reciting.
୨. ଗୀତ —୨. Song.

(ଯଥା—ଗାନ ଅର୍ଥରେ 'ଗାୟନ' ଶବ୍ଦର ପ୍ରୟୋଗ ସଂସ୍କୃତ ଭଷାରେ ବିରଳ, ବିଖ୍ୟାତ ସଂସ୍କୃତ ଅଭିଧାନ ପ୍ରଣେତା ମନିଅର୍ ବିଶେଷ୍ୟ - ଲିଆମ୍ସ କହନ୍ତି 'ଚାଣକ୍ୟ'ରେ ଗାଇବା ଅର୍ଥରେ 'ଗାୟନ' ଶବ୍ଦର ପ୍ରୟୋଗ ଅଛି)

ସଂସ୍କୃତ - ବିଶେଷଣ - (ଗୈ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]

ଗାନକାରୀ — Singing.