ଗାୟେବ୍
ଦେଖଣା
ଗାୟେବ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷଣ - (ଆରବୀ - ଗୟେବ୍, ଗାୟବ୍=ଲୁପ୍ତ)
[ସମ୍ପାଦନା]- ୧. ଅଦୃଶ୍ୟ — ୧. Invisible.
- ୨. ଗୁପ୍ତ — ୨. Secret.
- ୩. ଲିକ୍କାୟିତ —୩. Concealed; hushed up.
ବୈଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଲୁଚାଇବା; ଗୋପନ — ୧. Concealment.
- ୨. ଏକପ୍ରକାର ସତରଞ୍ଜ ଖେଳ ଯହିଁରେ ଖେଳାଳି ପାଲି ଆଡ଼କୁ ପିଠି କରି ବସନ୍ତି ଏବଂ ତାହାଙ୍କ ସୂଚନା ଓ ଆଦେଶ ଅନୁସାରେ ଆଉ ଜଣେ ଲୋକ ଗୋଟୀମାନଙ୍କୁ ଚଳାଏ —A kind of playing at chess in which the player truns his back to the chess-board and another person moves the chessmen under his instruction.