Jump to content

ଗିଜ୍ରିବା

ଉଇକିଅଭିଧାନ‌ରୁ

ଗିଜ୍ରିବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ହିନ୍ଦୀ - ଖୀସ୍କାଢନା)

[ସମ୍ପାଦନା]
୧. ହସି କରି ଦାନ୍ତ ଦେଖାଇବା — ୧. To laugh with a grin.
୨. ଦାନ୍ତ ଛୋଡ଼ିବା — ୨. To grin; to show the teeth.

(ଯଥା—ଗଛରେ ଚଢୁଛୁ ପଡ଼ିଲେ ଗିଜ୍ରିଦେବୁ)