ଗିନିସୁନା
ପ୍ରଚଳିତ ଗିନି ମୁଦ୍ରାରେ ବ୍ୟବହୁତ ସ୍ୱର୍ଣ୍ଣ — Standard of gold composing the sovereign.
[ଦ୍ରଷ୍ଟବ୍ୟ —ଏଥିରେ ୨୨: ଭାଗ ସୁନା ଓ ୨ ଭାଗ ତମ୍ୱା ଥାଏ]