Jump to content

ଗିରଫ୍

ଉଇକିଅଭିଧାନ‌ରୁ

ଗିରଫ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗିରଫ୍)

[ସମ୍ପାଦନା]
୧. ଧରିବା — ୧. Catching hold.
୨. ରାଜାଦେଶରେ ଅପରାଧୀ ବା ସ୍ୱନ୍ଦେହୀ ବ୍ୟକ୍ତିଙ୍କୁ ଧରିବା ବା ବନ୍ଦକରିବା —Arrest or imprisonment of an accused or an offender.