Jump to content

ଗିରସ୍ତ

ଉଇକିଅଭିଧାନ‌ରୁ

ଗିରସ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଗୁରସ୍ତ; ଗେରସ୍ତ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗୃହସ୍ଥ)

[ସମ୍ପାଦନା]
୧. ଗୃହକର୍ତ୍ତା — ୧. Master of the house.
୨. ସ୍ୱାମୀ; ଭର୍ତ୍ତା —୨. husband.
୩. ଗୃହସ୍ଥାଶ୍ରମୀ ବ୍ୟକ୍ତି —୩. A house-holder.
୪. ଗୃହୀ; ପରିବାରବିଶିଷ୍ଟ ବ୍ୟକ୍ତି — ୪. A family-man.