ଗିରା
ଦେଖଣା
ଗିରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗିର୍+ଆ)
[ସମ୍ପାଦନା]- ୧. ଗିର୍; ବାକ୍ୟ; ବଚନ — ୧. Word; speech.
- ୨. ଯେଉଁ ଶକ୍ତି ବଳରେ ମନୁଷ୍ୟ କଥାଭାଷାକରେ — ୨. Power of speech.
- ୩. ଜିଭ; ଜିହ୍ନା —୩. Tongue.
- ୪. ସରସ୍ୱତୀ ଦେବୀ — ୪. The Hindu Goddess of learning.
- ୫. ଭାଷା —୫. Language.
- ୬. କବିତା —୬. Poetry.
- ୭. ସରସ୍ୱତୀ ନଦୀ —୭. The Saraswatī river.
ଅନୁବାଦ
[ସମ୍ପାଦନା]ଗିରା
|
ବୈଦେଶଜ - ବିଶେଷ୍ୟ - (ଫରାସୀ - ଗିରହ୍=ଗଣ୍ଠି)
[ସମ୍ପାଦନା]- ୧. ରେଖା —୧. line; notch.
- ୨. ଗଣନାକାଳରେ ସଂଖ୍ୟା ମନେ ରଖିବାକୁ କଟାଯିବା ଗାର — ୨. Lines drawn on the ground to denote the number of any thing counted or measured.
- ୩. କାନମଧ୍ୟସ୍ଥ କୋମଳତମ ଅଂଶ — ୩. The tenderest part inside the human ear; the soft membrane inside the ear.
- ୪. ଏକଗଜ ପରିମାଣର ୧୬: ଭାଗରୁ ୧ ଭାଗ — ୪. One-sixteenth of a yard (measure).
- ୫. ଗ୍ରନ୍ଥି; ଗଣ୍ଠି —୫. A knot; joint.
- ୬. ସ୍ୱୋପାର୍ଜିତ ଧନ — ୬. Self-acquired property.
- ୭. ଶେଷ ସୀମା —୭. Limit.
ତାରକ ମନ୍ତ୍ରକୁ ଅର୍ଦ୍ଧମାତ୍ରା କରେ ଧ୍ୟାନ ଶ୍ୟାମପଞ୍ଚାକ୍ଷରକୁ ଓଁ କାର ଗିରାସ୍ଥାନ—ପ୍ରାଚୀ ରୁରୁଭକ୍ତି ୨ୟ ଖଣ୍ଡ଼ୀ
ଦେଶଜ - ବିଶେଷଣ -
[ସମ୍ପାଦନା]ନିଜର ଅର୍ଜିତ ଧନ — Self-acquired (property).
(ଯଥା—ଏ କଅଣ ତୋ ବାପର ଗିଲା ମାଲ?)