ଗିରାଙ୍କୁଶ
ବଚନାଙ୍କୁଶ; ବାକ୍ୟବାଣ — Unpleasant words (compared to a dart).
ବାଣୀରେ ଭରତ ମୋହ, ଗଜମୂର୍ଖ ନୋହେଁ ମୂହିଁ ଗିରାଙ୍କୁଶ ଘାତ କିଁପା କର ଭଞ୍ଜ ବୈଦେହୀଶବିଳାସ