Jump to content

ଗିରାନି କାଳ

ଉଇକିଅଭିଧାନ‌ରୁ

ଗିରାନି କାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମହର୍ଗ ସମୟ; ଯେଉଁ ସମୟରେ ଖାଦ୍ୟ ଓ ପଣ୍ୟ— ଦ୍ରବ୍ୟାଦି ମହର୍ଗ ହୁଏ — A time of rise in prices; a time when things become dear in the market.