Jump to content

ଗିରିକଚ୍ଛପ

ଉଇକିଅଭିଧାନ‌ରୁ

ଗିରିକଚ୍ଛପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ କର୍ମଧା; ଗିରିବାସୀକଚ୍ଛପ)

[ସମ୍ପାଦନା]

ପର୍ବତରେ ବାସ କରୁଥିବା ଏକପ୍ରକାର ସ୍ଥଳଚର କଇଁଞ୍ଛ — A species of tortoise living in the mountains.