Jump to content

ଗିରିକର୍ଣ୍ଣିକା

ଉଇକିଅଭିଧାନ‌ରୁ

ଗିରିକର୍ଣ୍ଣିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗିରି+କର୍ଣ୍ଣ+କ+ସ୍ତ୍ରୀ. ଆ; ଗିରି ଯାହାର କର୍ଣ୍ଣ ସ୍ୱରୂପ)

[ସମ୍ପାଦନା]
୧. ପୃଥିବୀ — ୧. The earth.
୨. ଧଳା ଅପରାଜିତା ଫୁଲ ଓ ଲତା —୨. A creeper and its white flower; Clitoria Ternatea (white variety).
୩. ଅପାମାର୍ଗ ଗୁଳ୍ମ (ହିନ୍ଦୀ - ଶବ୍ଦସାଗର) — ୩. Achyranthus Aspera (plant).