Jump to content

ଗିରିକା

ଉଇକିଅଭିଧାନ‌ରୁ

ଗିରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗିରି+ସ୍ୱାର୍ଥେ କ+ସ୍ତ୍ରୀ ଆ)

[ସମ୍ପାଦନା]
୧. ଛୋଟ ମୂଷା; ଡୁଙ୍ଗେଇ ମୂଷା — ୧. The small rat.
୨. (ନାମ) କୋଳାହଳ ରାଜାଙ୍କ କନ୍ୟା ଓ ପୁରୁବଂଶୀୟ ବସୁରାଜାଙ୍କ ସ୍ତ୍ରୀ —୨. Name of a queen of ancient India.

[ ଦ୍ର—ଏହାଙ୍କ ବିଷୟ ମହାଭାରତରେ ଅଛି]