Jump to content

ଗିରିକୁମାରୀ

ଉଇକିଅଭିଧାନ‌ରୁ

ଗିରିକୁମାରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗିରି+କୁମାରୀ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଉମା; ପାର୍ବତୀ —୧. Pārbatī
୨. ପର୍ବତରୁ ନିର୍ଗତ ହୋଇଥିବା ନଦୀ — ୨. A river flowing from a mountain.

କେତେ ଗିରିକୁସାରୀ ତଟିନୀ ସୁକୁସାରୀ ମିଳିଲେ ଆସି ତୋ ସହିତ— ମଧୂସୂଦନ. ନଦୀପ୍ରତି