ଗିରିଚର
ଦେଖଣା
ଗିରିଚର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗିରି+ଚର୍ ଧାତୁ+କର୍ତ୍ତୃ. ଅ; ଉପପଦ ସମାସ)
[ସମ୍ପାଦନା]- ୧. ଯେ ପର୍ବତରେ ବିଚରଣ କରେ — ୧. One who frequents the mountains.
- ୨. ଚୋର —୨. A thief.
- ୩. ରୁଦ୍ରବିଶେଷ — ୩. Name of a Rudra Deity.
(ଗିରିଚରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ପର୍ବତରେ ବିଚରଣକାରୀ — Frequenting the mountains.