Jump to content

ଗିରିଜା

ଉଇକିଅଭିଧାନ‌ରୁ

ଗିରିଜା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗିରି+ଜନ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ହିମାଳୟକନ୍ୟା; ପାର୍ବତୀ; ଦୁର୍ଗା — ୧. Pārbatī; Durgā.
୨. ଗଙ୍ଗାନଦୀ — ୨. The Ganges.
୩. ଗିରିମଞ୍ଚିକା —୩. Mountain-j̄asmine
୪. ଗିରିକଦଳୀ — ୪. Plantain growing on hills; wild banana.
୫. ହରିଡ଼ା —୫. Myraboan.
୬. ପର୍ବତସ୍ଥ କ୍ଷୂଦ୍ର ପାଷାଣବିଶେଷ — ୬. A species of stone found in hills.

(୧ ଓ୬) ବିଷକଣ୍ଠ ସୁଖୋବିଳସେ କୁଳିଶୋଗିରିଜା ସଂଘାତୀ ହୋଇଲା ଭଞ. ବୈଦେହିଶବିଳାସ


ଅନୁବାଦ

[ସମ୍ପାଦନା]

ବୈଦେଶଜ - ବି—(ପର୍ଟୂଗିଜ୍. ଇଗ୍ରୀଜିୟା)

[ସମ୍ପାଦନା]

ଖୀଷ୍ଟାନମାନଙ୍କ ଭଜନମନ୍ଦିର —Church.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗିରିଜାକୁମାର ଆଦିଙ୍କ ଡାକ ନାମ — ୧. A name for calling Girijākumāra etc.
୨. ସ୍ତ୍ରୀମାନଙ୍କୁ ଦିଆଯିବା ନାମ — ୩. A name given to females.