Jump to content

ଗିରିଜାଶଙ୍କର

ଉଇକିଅଭିଧାନ‌ରୁ

ଗିରିଜାଶଙ୍କର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ; ଗିରିଜା+ଶଙ୍କର)

[ସମ୍ପାଦନା]
୧. ପାର୍ବତୀ ଓ ମହାଦେବ — ୧. Pārbatī and Ṡiba.
୨. ଶିବଙ୍କର ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି — ୨. The combined form of Pārbatī and Mahādeva

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ — A name given to males.