Jump to content

ଗିରିତ୍ର

ଉଇକିଅଭିଧାନ‌ରୁ

ଗିରିତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ଗିରି+ତ୍ରୈ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ମହାଦେବ; ଶିବ —୧. God Ṡiba.
୨. (ମୈନାଳ ପର୍ବତ ଇନ୍ଦ୍ରଙ୍କ ଭୟରେ ସମୁଦ୍ରରେ ଲୁଚି ଥିବାରୁ) ସମୁଦ୍ର —୨. The sea.