Jump to content

ଗିରିଦୁର୍ଗ

ଉଇକିଅଭିଧାନ‌ରୁ

ଗିରିଦୁର୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; ଗିରି+ଦୁର୍ଗ; ଗିରି ଉପରେ ନିର୍ମିତ ଦୁର୍ଗ)

[ସମ୍ପାଦନା]
୧. ପାର୍ବତ୍ୟ ଗଡ଼; ଦୁର୍ଗପରି ଚତୁର୍ଦ୍ଦିଗରେ ପର୍ବତଦ୍ୱାରା ରକ୍ଷିତ ନିରାପଦ ସ୍ଥାନ — ୧. Mountain-fastness.
୨. ପର୍ବତ ଉପରେ ତିଆରି ହୋଇଥିବା କିଲ୍ଲା — ୨. Hill-fort.