Jump to content

ଗିରିପକାଇବା

ଉଇକିଅଭିଧାନ‌ରୁ

ଗିରିପକାଇବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡଜାତ) କ୍ରି. (ଗୋରୁ; ପୋଢୁଅ ଆଦି)

[ସମ୍ପାଦନା]

ବେମାର ହୋଇ ଘୁମାଇବା ଓ ଆଖିରୁ ଲୁହ ଗଡ଼ାଇବା —(cattle; buffalo) To be attacked with a disease accompanied with dosing and watering of the eyes.