Jump to content

ଗିରିଭୁ

ଉଇକିଅଭିଧାନ‌ରୁ

ଗିରିଭୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗିରି+ଭୁ ଧାତୁ+କର୍ତ୍ତୃ. କ୍ୱିପ୍)

[ସମ୍ପାଦନା]
୧. ପର୍ବତରୁ ଜାତ ନଦୀ — ୧. River rising from a mountain.
୨. ପର୍ବତୀ —୨. Pārbatī.
୩. ଉପଳଖଣ୍ଡ —୩. Piece of stone.
୩. ଗଙ୍ଗା —୪. The river Ganges.