Jump to content

ଗିରିରାଜ

ଉଇକିଅଭିଧାନ‌ରୁ

ଗିରିରାଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗିରି+ରାଜା; ସମାସରେ 'ରାଜା' ସ୍ଥାନରେ 'ରାଜ' ହୁଏ)

[ସମ୍ପାଦନା]
୧. ହିମାଳୟ ପର୍ବତ — ୧. The himalaya mountains.
୨. ଉଚ୍ଚ ପର୍ବତ —୨. Very high mountain.