Jump to content

ଗିରିଷମ

ଉଇକିଅଭିଧାନ‌ରୁ

ଗିରିଷମ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଗ୍ରୀଷ୍ମ)

[ସମ୍ପାଦନା]
୧. ନିଦାଘକାଳ; ଗ୍ରୀଷ୍ମକାଳ —୧. Summer.

ବୀରତରୁ ସମ ସାମାନ୍ୟ ବାନର ଗାରାଷମ ଗିରିସମ— ଭୁଞ. ବୈଦେହୀଶବିଳାସ


୨. ଅତିଶୟ ଗରମ —୨. Intense heat.