Jump to content

ଗିରିସଙ୍କଟ

ଉଇକିଅଭିଧାନ‌ରୁ

ଗିରିସଙ୍କଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗିରି+ସଙ୍କଟ)

[ସମ୍ପାଦନା]

ଦୁଇ ପର୍ବତ ବା ପର୍ବତଶ୍ରେଣୀ ମଧ୍ୟସ୍ଥ ସଂକୀର୍ଣ୍ଣ ପଥ; ଘାଟୀ — Mountain-pass.