ଗିରିସମ
ପର୍ବତାକାର ବିଶିଷ୍ଟ — Having the shape of a mountain.
ବୀରତ ସମ ସାମାନ୍ୟ ବାନର ଗିରିଷମେ ଗିରିସମ— ଭଞ୍ଜ. ବୈଦେହୀଶବିଳାସା
ଖୁବ୍ ବଡ଼ ଗଦା —A bg heap.
ଗିରିସମ ଜାଇରେ ରାମା ଗିରିସମଜାଇ, ଦେଇ ମୁଁ ପାଇଛି ଗିରଶ ମଜାଇ—ସଙ୍ଗୀତ