Jump to content

ଗିରିସୁତା

ଉଇକିଅଭିଧାନ‌ରୁ

ଗିରିସୁତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍; ଗିରି=ହିମାଳୟ ପର୍ବତ+ ସୁତା=କନ୍ୟା)

[ସମ୍ପାଦନା]

ପାର୍ବତୀ —Pārbatī.

ଆବୁ ତାବୁ ଗିରିସୂତା, ମା ବୋଇଲେ ପଢ଼ରେ ପୂତା ଶିଶୁଗୀତ

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବନଶୀ ଡ଼ୋର — Angling line;