Jump to content

ଗିରୀନ୍ଦ୍ର

ଉଇକିଅଭିଧାନ‌ରୁ

ଗିରୀନ୍ଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଗିରି+ଇନ୍ଦ୍ର=ଶ୍ରେଷ୍ଠ)

[ସମ୍ପାଦନା]
୧. ପର୍ବତରାଜ ହିମାଳୟ — ୧. The Himalayas.
୨. ବଡ଼ ପର୍ବତ —୨. A big mountain.
୩. ଶିବ; ମହାଦେବ (ହିନ୍ଦୀ - ଶଦ୍ଦସାଗର) —୩. Ṡiba.