Jump to content

ଗିର୍ଣ୍ଣାର

ଉଇକିଅଭିଧାନ‌ରୁ

ଗିର୍ଣ୍ଣାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗିର ନଗର)

[ସମ୍ପାଦନା]
୧. ଦକ୍ଷିଣାପଥର ଜିଲ୍ଲାବିଶେଷ — ୧. A District in South India.
୨. ଗୁଜରାଟର ପର୍ବତବିଶେଷ — ୨. Name of a mountain in gujrat.

[ ଦ୍ର—ଏହା କାଥିଆବାଡ଼ ମଧ୍ୟସ୍ଥିତ ଜୁନାଗଡ଼ ନଗରର ନିକଟକର୍ତ୍ତୀ ଏହାର ପାଞ୍ଚଗୋଟି ପ୍ରଧାନ ଶୃଙ୍ଖ ପୂର୍ବରୁ ପଶ୍ଚିମ ଦିଗକୁ ବିସ୍ତୃତ ପ୍ରଥମ ଶୃଙ୍ଗରେ ଜୈନମାନଙ୍କର ଉପାସ୍ୟ ଦେବତା ନେମିନାଥଙ୍କ ମନ୍ଦିର ଓ ଗୋମୁଖୀ କୁଣ୍ଡ ଅଛି ଶ୍ରୀଭଗବାନଙ୍କ ଅଂଶରେ ମୁନିପତ୍ନୀ ଅନସୂୟାଙ୍କ ଗର୍ଭଜାତ ସନ୍ତାନ ଦତ୍ତାକ୍ରେୟ ଋଷି ଏକ ଶୃଙ୍ଗରେ ଜନ୍ନପରିଗ୍ରହ କରିଥିଲେ ଏହି ପର୍ବତର ଏକାଂଶରେ ଏକ ବୃହତ୍ ବୌଦ୍ଧଶିଳାଲିପି ଅଛି

ପୁରାଣପ୍ରସିଦ୍ଧ ରୈବତକ ପର୍ବତର ଆଧୁନିକ ନାମ ଗିର୍ଣ୍ଣାର ଏହା ଜୈନମାନଙ୍କର ଏକ ତୀର୍ଥ ଏ ପର୍ବତର ଗୃହାମାନଙ୍କରେ ଅନେକ ତାନ୍ତ୍ରିକ ଯୋଗୀ ଓ ଯୋଗିନୀ ବାସ କରନ୍ତି]