Jump to content

ଗିଲ୍ଟି

ଉଇକିଅଭିଧାନ‌ରୁ

ଗିଲ୍ଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷଣ - (ଇଂରାଜୀ - ଗିଲ୍ଟ୍)

[ସମ୍ପାଦନା]
୧. କୌଣସି ପଦାର୍ଥରେ ସୁନାପାଣି ମଡାଇ ସୁନାର ରଙ୍ଗଯୁକ୍ତ କରାଯାଉଥିବା —୧. Guilt.
୨. (ଲକ୍ଷଣାର୍ଥ) କୃତିମ; ଭେଲ — ୨. Got-up; not genuine.

ବୈଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥ)

[ସମ୍ପାଦନା]
୧. ଦେହସନ୍ଧିର ଗ୍ରନ୍ଥି — ୧. Lymphatic gland.
୨. ଦେହର ସନ୍ଧି ଫୁଲି ଦରଜ ହେବା ରୋଗ — ୨. Painful swelling of the lymphatic glands of the body.