Jump to content

ଗିଳ

ଉଇକିଅଭିଧାନ‌ରୁ

ଗିଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ=ଗ୍ରାସ କରିବା+କର୍ତ୍ତ. ଅ)

[ସମ୍ପାଦନା]
୧. କୁମ୍ଭୀର —୧. Crocodile.
୨. ଟଭା ଗଛ —୨. The Citron tree.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଗ୍ରାସକ; ଯେ ଗ୍ରାସକରେ —Devouring.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ତିମିଙ୍ଗିଳ]