Jump to content

ଗିଳା

ଉଇକିଅଭିଧାନ‌ରୁ

ଗିଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗିଳନ)

[ସମ୍ପାଦନା]
୧. ଗଳାଧଃକରଣ; ଗ୍ରାସ କରିବା — ୧. Devouring; swallowing.
୨. (ବ୍ୟଙ୍ଗ) ଭୋଜନ —୨. Eating.

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]
୧. ପେଟୁ; ଉଦରମ୍ଭରି —୧. Gluttonous.
୨. (ଅନ୍ୟ ଶବ୍ଦ ସହିତ ଯୁକ୍ତ ହୋଇ) ଯେ କୌଣସି ପଦାର୍ଥ) ଗିଳିଥାଏ ବା ପାନ କରିଥାଏ — ୨. Having drunk or swallowed.

ବାଳା ହଳାହଳଗିଳାଚୂଳାଭରଣ. କାମଳା—କବିସୂର୍ଯ୍ୟ. ସଙ୍ଗୀତ