ଗିଳାଗିଳି
ଦେଖଣା
ଗିଳାଗିଳି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପରକୁ ଗିଳିବା — ୧. Mutual devouring.
- ୨. ବହୁବାର ଭୋଜନ କରିବା — ୨. Devouring or eating many times.
- ୩. ଅତି ଶୀଘ୍ର ଗଳାଧଃକରଣ କରିବା — ୩. Eating voraciously; gulping down.
ଦେଶଜ - ବିଶେଷଣ -
[ସମ୍ପାଦନା]ପରସ୍ପର ଗଳାଧଃକୃତ ହେବା — Devouring mutually.
ଦୁହେ ବାଘ ପରାଏ ଧନୁପାଟି ମେଲି ଯୁଦ୍ଧକୁ ଗମିଲେ ହେବାକୁ ଗିଳାଗିଳି—କୃଷ୍ଣସିଂହ. ମହାଭାରତ