Jump to content

ଗିଳେଇ ଗିଳେଇ ମାରିବା

ଉଇକିଅଭିଧାନ‌ରୁ

ଗିଳେଇ ଗିଳେଇ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅତିରିକ୍ତ ଭୋଜନ କରାଇ କୌଣସି ବ୍ୟକ୍ତିକୁ ବା ଜୀବକୁ ରୋଗଗ୍ରସ୍ତ କରାଇ ମାରି ପକାଇବା