ଗୀତା
ଦେଖଣା
ଗୀତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗୈ ଧାତୁ+କର୍ମ. ତ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଗୀତ — ୧. Song.
- ୨. ଗୁରୁ ଶିଷ୍ୟ କଥୋପକଥନ ଛଳରେ ଆତ୍ମବିଦ୍ୟାର ଉପଦେଶ (ଯଥା—ରାମଗୀତା, ଶିବଗୀତା, ପାଣ୍ଡବ ଗାତା) —୨. A book embodying philosophical dialogues or discourse between a preceptor and his student.
- ୩. କୁରୁକ୍ଷେତ୍ର ଯୁଦ୍ଧ ସ୍ଥଳରେ ଅର୍ଜୁନ ଶ୍ରୀକୃଷ୍ଣ ମଧ୍ୟରେ ଆତ୍ମବିଦ୍ୟା ସମ୍ୱନ୍ଧରେ ଯେଉଁ ଆଲୋଚନା ହୋଇଥିଲା ତାହା ଯେଉଁ ଗ୍ରନ୍ଥରେ ଲିଖିତ ଅଛି; ଭଗବତ୍ଗୀତା — ୩. The Bhagabadgita, a philosophical discourse between Arjuna and Ṡrīkṛushṇa in the Kurukshetra battle field ୧୮ chapters (a poem) .