Jump to content

ଗୀତିକା

ଉଇକିଅଭିଧାନ‌ରୁ

ଗୀତିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗୀତି+କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଗାନ କରାଯିବା ଅଭିପ୍ରାୟରେ ରଚିତ ପଦ୍ୟ — ୧. A poem to be sung.
୨. କ୍ଷୁଦ୍ର ଗୀତ —୨. A short song.
୩. ଗାନ କରିବା —୩. Singing.