ଗୀତ ବସାଇବା
ଦେଖଣା
ଗୀତ ବସାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗାୟକ ମହୁରୀ ପ୍ରଭୃତି ବାଦ୍ୟ ଯନ୍ତ୍ରର ସ୍ୱର ସଙ୍ଗରେ ନିଜ ସ୍ୱର ମିଳାଇ ଗୀତ ଗାଇବା — ୧. To sing a song to the accompaniment of music.
- ୨. ମୁହଁରେ ଗୀତ ନ ବୋଲି ମହୁରୀ, ବଂଶୀ, ହାରମୋନିୟମ୍ ଆଦି ଯନ୍ତ୍ରକୁ କୌଣସି ଗାତର ରାଗ ଅନୁସାରେ ବଜାଇବା —୨. To set a musical instrument to the tune of a song without singing the song.