Jump to content

ଗୀର୍ଣ୍ଣି

ଉଇକିଅଭିଧାନ‌ରୁ

ଗୀର୍ଣ୍ଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ+ଭାବ. ତି)

[ସମ୍ପାଦନା]
୧. ପ୍ରଶଂସା; ସ୍ତୁତି — ୧. Praise; eulogy.
୨. ଭକ୍ଷଣ —୨. Eating.
୩. ଗିଳିବା —୩. A gulp; devouring.