ଗୁଁ ପୁଁ ହେବା
ଦେଖଣା
ଗୁଁ ପୁଁ ହେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରିବା —୧. To grumble or express unwillingness to do a thing.
- ୨. ଖେଳରେ ଗୋଳାଇବା —୨. To use unfair means in a game.
- ୩. କୌଣସି ବିଷୟରେ ସ୍ଥିର ସିଦ୍ଧାନ୍ତରେ ଉପସ୍ଥିତ ନ ହୋଇ ଇତସ୍ତତଃ କରୁଥିବା —Hesitating.
- ୪. ସନ୍ଦେହ କରିବା —୪. To suspect.