Jump to content

ଗୁଆଁରା

ଉଇକିଅଭିଧାନ‌ରୁ

ଗୁଆଁରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋରାଣୀ)

[ସମ୍ପାଦନା]

ଏକପ୍ରକାର ଗୁଳ୍ମ ଓ ତାହାର ଛୁଇଁ —A kind of plant and its bean; Cyamopsis Tetragonoloba.

[ଦ୍ରଷ୍ଟବ୍ୟ —ଏହା ରବାର୍ଷିକ ଗୁଳ୍ମ, ଏଥିରେ ଛୁଇଁ ଓ ମଞ୍ଜି କୋଳଥ ପରି ଚେପ୍ଟା ଛୁଇଁ ତରକାରୀରେ ବ୍ୟବହୃତ ହୁଏ; ଏଥର ଛୁଇଁ ପେନ୍ଥା ପେନ୍ଥା ଫଳେ ଗଛକୁ ଗୋମେଷାଦି ଖାଆନ୍ତି ବୈଦିକ ଅନୁସାରେ ଏଥର ଛୁଇଁ ରେଚକ, ପିତ୍ତାନାଶକ, ଦୀପକ, କଫକାରକ ଅଟେ ଏବଂ ପତ୍ର ଅନ୍ଧାରକଣା ଓ ପିତ୍ତ ରୋଗରେ ଉପକାରୀ— ହିନ୍ଦୀ - ଶବ୍ଦସାଗର]