Jump to content

ଗୁଆକଉଡ଼ି

ଉଇକିଅଭିଧାନ‌ରୁ

ଗୁଆକଉଡ଼ି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁବାକ+କପର୍ଦ୍ଦକ)

[ସମ୍ପାଦନା]

ଭଣ୍ଡାରି ଗଉଡ଼ଆଦି ହାଟୁଆ ଜାତିଙ୍କ ମଧ୍ୟରେ ବିବାହ ସମୟରେ ବର ଓ କନ୍ୟା ପକ୍ଷର ଜାତି ବେହେରାକୁ ନିମନ୍ତ୍ରଣ ସ୍ୱରୁପ ଭେଟିବା ୪ ଗାଇ ବା ୪ ଗୋଟା ଗୁଆ ଓ କଉଡ଼ି ବା କଉଡ଼ି ପରିବର୍ତ୍ତରେ ଦେବା ଦୁଇ ଅଣା ପଇସା —Betel-nuts and cowrie-shells presented to the headman of the caste on the occasion kof marriage amongst the Hāṭuā (cowherd; barber) castes in Orissa.