Jump to content

ଗୁଆକାଟିବା

ଉଇକିଅଭିଧାନ‌ରୁ

ଗୁଆକାଟିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ବନ୍ଧୁବାନ୍ଧବଙ୍କୁ ପାରିବାରିକ କାର୍ଯ୍ୟ ଉପଲକ୍ଷେ ଗୁଆ ପଠାଇ ନିମନ୍ତ୍ରଣ କରିବା ପ୍ରଥା ସ୍ଥଗିତ କରିବା —୧. To stop presenting betel-nuts to a relative at each other's family ceremonies.
୨. ଗୁଆକୁ ଖଣ୍ଡ ଖଣ୍ଡ କରିବା, ଗୁଆ ଭାଙ୍ଗିବା — ୨. To cut betel-nuts into pieces.