ଗୁଆକାଟ୍
ବନ୍ଧୁମାନଙ୍କ ମଧ୍ୟରେ ପରସ୍ପରଙ୍କ ବିବାହାଦି ପାରିବାରିକ ଅନୁଷ୍ଠାନରେ ନିମନ୍ତ୍ରଣ ସ୍ୱରୁପ ଦିଆଯିବା ଗୁଆର ଆଦାନପ୍ରଦାନ ବନ୍ଦ ହେବା — The stoppage of presenting betel-nuts to invite relations to family ceremonials.